Politics
View All
ଆଜ ତା ୩। ୧୨ ରିଖ ସର୍ବଣ,ଓ ଏସ. ଏ. ଭି ପବ୍ଲିକ ସ୍କୁଲ ତରଫରୁ ସ୍ଥାନୀୟ ସିଟି ହାଇସ୍କୁଲ ଖେଳ ପଡିଆ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସ ଅତି ମହାଆଡମ୍ବର ସହ ପାଳନ କରାଯାଇଅଛି,
Pradeep Kar
ବ୍ରହ୍ମପୁର,ଏସ.ଏମ.ପି:- ,ବିଶ୍ୱ ଭିନ୍ନକ୍ଷମ ଦିବସ ସହ ବିଦ୍ୟାଳୟ ତାହାର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏହି କ୍ରାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ଦେବେନ୍ଦ୍ର ବେହେରା ପ୍ରଦୀପ









